ରାଜ୍ୟ

କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟ

0
(0)

କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଉତ୍କର୍ଷ ଓଡ଼ିଶାରେ କାର୍ୟ୍ୟକ୍ରମରେ ସ୍ବାକ୍ଷରିତ ହୋଇପାରେ ଏମଓୟୁ । ମେଗା ଷ୍ଟିଲ ପ୍ଲାଣ୍ଟ ସହ ରାଜ୍ୟ ସରକାରଙ୍କ ହେବ ଏମଓୟୁ ।

କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ । ୬୫ହଜାର କୋଟି ଟଙ୍କର ମେଗା ଷ୍ଟିଲ ପ୍ଲାଂଟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆସନ୍ତା ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ଇନଭେଷ୍ଟର୍ସ ମିଟ କାର୍ୟ୍ୟକ୍ରମରେ ଏହି ଏମଓୟୁ ସ୍ବାକ୍ଷରିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE