ରାଜ୍ୟ

ବାହାହେବେ ବିଜେଡି ନେତା ପ୍ରଦୀପ ମାଝୀ

0
(0)

ବାହାହେବେ ବିଜେଡି ନେତା ପ୍ରଦୀପ ମାଝି । ୧୨ ତାରିଖରେ ଗୋଆରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା ୧୨ ତାରିଖରେ ଗୋଆରେ ବାହା ହେବା ନେଇ ସୂଚନା । ଏ ନେଇ ମଧ୍ୟ ପ୍ରଦୀପ ମାଝି କନକ ନ୍ୟୁଜକୁ ସ୍ପଷ୍ଟ କରିଛନ୍ତି ।

ଗତକାଲି ହିଁ ସେ ଗୋଆ ଯାଇଛନ୍ତି । ପରିବାରବର୍ଗ, ନିଜ ଅଳ୍ପ ବନ୍ଧୁବାନ୍ଧବ ଓ ସହଯୋଗୀ ହିଁ ଏହି ବାହାଘରରେ ସାମିଲ ହେବେ ।
ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ ।

ନବରଙ୍ଗପୁରର ସେ କଂଗ୍ରେସ ସାସଂଦ ଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE