ଜାତୀୟ

ବଜେଟରେ ଜାଣନ୍ତୁ କଣ ହେଲା ଶସ୍ତା, କଣ ମହଙ୍ଗା

0
(0)

ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ । ବିଭିନ୍ନ କ୍ଷେତ୍ର ପାଇଁ ବଡ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସବୁବେଳେ ବଜେଟ ଆସିଲେ ଲୋକଙ୍କର ନଜର ଥାଏ ଏଥର କଣ ଶସ୍ତା ହେଲା, କଣ ମହଙ୍ଗା ହେଲା । ଇତିମଧ୍ୟରେ ୧୨ ଲକ୍ଷ ଯାଏଁ ଆୟକର ଛାଡ ହେବବୋଲି ବଡ ଘୋଷଣା କରି ସାରା ଦେଶକୁ ଚକିତ କରି ଦେଇଛନ୍ତି ଅର୍ଥମନ୍ତ୍ରୀ । ତେବେ ନଜର ପକାନ୍ତୁ କଣ ହେଲା ଶସ୍ତା, କଣ ହଲା ମହଙ୍ଗା ?

-ଶସ୍ତା ହେଲା ମୋବାଇଲ୍ ବ୍ୟାଟେରୀ
-ଶସ୍ତା ହେବ କର୍କଟର ୩୬ଟି ଔଷଧ
-ଇ-କାର ଶସ୍ତା ହେବ
-ଟିଭି, ମୋବାଇଲ ବି ଶସ୍ତା ହେବ
-କପଡା, ବେଲ୍ଟ, ଜୋତା, ପର୍ସ ଶସ୍ତା
-ଲେଦର ଜାକେଟ୍ ଶସ୍ତା
-ବୈଦ୍ୟୁତିକ ଉପକରଣ ବି ଶସ୍ତା ହେବ
-ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE