ପରାଜୟର କାରଣ ଖୋଜିବ ଫ୍ୟାକ୍ଟ ଫାଇଡିଂ ଟିମ୍
ଫ୍ୟାକ୍ଟ ଫାଇଡିଂ ଟିମ୍ ଖୋଜିବ ଓଡ଼ିଶାରେ କଂଗ୍ରେସର ପରାଜୟର କାରଣ । ଓଡ଼ିଶା ଆସିବେ ଏଆଇସିସିର ଦୁଇ ବରିଷ୍ଠ ନେତା ।ଆସିବେ ଓଡିଶା । ଚଳିତବର୍ଷ କଂଗ୍ରେସ ପାଇଁ ଥିଲା ସୁବର୍ଣ୍ଣ ସୁଯୋଗ ହେଲେ ଏହାର ଫାଇଦା ନେବୁକଣ ବରଂ ଆବଶ୍ୟକ ଠାରୁ ମଧ୍ୟ ଖରାପ ପ୍ରଦର୍ଶନ କରିଛି ବୋଲି କିଛି କଂଗ୍ରେସ ନେତାଙ୍କ କହିଛନ୍ତି ।
ନିର୍ବାଚନ ସମୟରେ ଅର୍ଥବଳ ରେ ସଭା ପଛୁଆ ଥିଲା କଂଗ୍ରେସ ଏପରିକି ଅନେକ ସ୍ଥାନରେ ପ୍ରାର୍ଥୀ ବହୁ ବିଳମ୍ବିତ ସମୟରେ ଦିଆଯାଇଛି ବୋଲି କଂଗ୍ରେସ ନେତା କିଛି ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି । ଶେଷ ସମୟରେ ପ୍ରାର୍ଥୀ ବଦଳ ବି କରାଯାଇଥିଲା । ହାଇଭୋଲଟେଜ୍ ପ୍ରଚାର ମଧ୍ୟ ଦଳ କରିପାରିନଥିଲା ବୋଲି କହିଛନ୍ତି କଂଗ୍ରେସର ବିଧାୟକ ମାନେ । ତେବେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଗରେ ଏହିସବୁ ଉପସ୍ଥାପନା କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ।
Related posts:
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025
ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆJanuary 19, 2025
ଛୁରି ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !January 19, 2025