ରାଜ୍ୟ

ଥରହର ଗୋ ଚାଲାଣ କାରୀ, ଜାଣନ୍ତୁ କାହିଁକି

0
(0)

ସମ୍ବଲପୁରରେ ପୋଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ୨ଜଣ ବେଆଇନ ଗୋରୁ ଚାଲାଣକାରୀ ଆହତ ହୋଇଛନ୍ତି। ଜଣେ ଅପରାଧୀର ବାମ ଗୋଡ ଆଣ୍ଠୁ ତଳେ ଏବଂ ଆଉ ଜଣଙ୍କର ଡାହାଣ ଗୋଡ ଆଣ୍ଠୁ ତଳକୁ ଗୁଳି ବାଜିଛି । ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି ଭୋର ସମୟରେ ଏକ ଟ୍ରକ୍‌ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍‌ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍‌ ଯୋଗେ ଟ୍ରକ୍‌ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE