ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିନିକିଆ ଗସ୍ତରେ ଆସିବେ ରେଳମନ୍ତ୍ରୀ। ହାୱଡାରୁ ଟ୍ରେନ ଯୋଗେ ବାଙ୍ଗିରିପୋଷି ଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ। ଏହା ପରେ ପୁଣି ବାଙ୍ଗିରିପୋଷିରୁ ଟ୍ରେନ ଯୋଗେ ବାଲେଶ୍ଵର ଷ୍ଟେସନ ପହଞ୍ଚି ସେଠି ଫୁଟ ଓଭର ବ୍ରିଜର ଉଦଘାଟନ କରିବେ।
ଏହା ପରେ ସେ ପୁଣି ବାଲେଶ୍ଵର ଷ୍ଟେସନରୁ ଟ୍ରେନ ଯୋଗେ କଟକ ଷ୍ଟେସନ ପହଞ୍ଚି କଟକ ରେଲୱେ ଷ୍ଟେସନରେ ଦ୍ଵିତୀୟ ଗେଟର ଉଦଘାଟନ କରିବେ ।
Related posts:
ଜହର ପାଲଟିଛି ଦୟା ନଦୀ !January 21, 2025
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ପୁଣି ଆରମ୍ଭ ହେଲା ଟ୍ରମ୍ପ ଶାସନJanuary 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025