AfricaAmericaAsiaAustraliaEuropeTop StoriesTrendingUncategorizedWorldଜାତୀୟ

ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ ସରକାର

0
(0)

ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ ସରକାର । ଆଜି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ରେ ଫଡନାଭିସ୍ । ସଂଧ୍ୟା ୫ଟା ୩୦ରେ ତୃତୀୟଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ୍ ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୯ରୁ ୧୦ ଜଣକେନ୍ଦ୍ରମନ୍ତ୍ରୀ, ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲହେବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶପଥ ସମାରୋହରେ ଯୋଗଦେବେ ।

ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଶପଥଗ୍ରହଣ ଉତ୍ସବ ହେବ । ଏଥିରେ ପାଖାପାଖି ୪୦ ହଜାର ବିଜେପି କର୍ମୀ ଉପସ୍ଥିତ ରହିବେ । ଦୁଇ ହଜାର ଭିଭିଆଇପି ଅଲଗା ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଅନେକ ଧର୍ମଗୁରୁ ମଧ୍ୟ ସାମିଲ ହେବେ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାଗ୍ରହଣ କରାଯାଇଛି ।

୩ ହଜାର ୫ଶହ ପୋଲିସ କର୍ମୀ ଓ ୫୨୦ ଅଧିକାରୀ ମୁତୟନ ହେବେ । ଏହାପୂର୍ବରୁ ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିର ଦେବୀମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply