ଜାତୀୟ

ଜାଣନ୍ତୁ ଏଭଳି କାହିଁକି କହିଲେ ହେମନ୍ତ !

0
(0)

ମେସିଙ୍କ ‘GOAT Tour 2025’ କୋଲକାତା ଗସ୍ତ ସମୟରେ ଘଟିଥିବା ବିଶୃଙ୍ଖଳା ବିଷୟରେ ଉଲ୍ଲେଖ କରି ହିମନ୍ତ କହିଛନ୍ତି, ଦାୟିତ୍ୱ ଉପର ସ୍ତରରୁ ଆରମ୍ଭ ହେବା ଉଚିତ୍। ସେ କହିଛନ୍ତି, ରାଜ୍ୟର ଗୃହମନ୍ତ୍ରୀ ଖୋଦ୍ ମୁଖ୍ୟମନ୍ତ୍ରୀ । ଏନେଇ କୋଲକାତା ପୁଲିସ କମିସନରଙ୍କୁ ଗିରଫ କରାଯିବା ଉଚିତ୍ ଥିଲା।

ସେ କହିଛନ୍ତି ମୁଁ, ଇଭେଣ୍ଟ ଆୟୋଜକଙ୍କ ଗିରଫଦାରୀକୁ ଯଥାର୍ଥ କିମ୍ବା ବିଜରୋଧ କରୁନାହିଁ।। ତେବେ ଏହି ଘଟଣାର ପ୍ରାଥମିକ ଦାୟିତ୍ୱ ରାଜ୍ୟ ଗୃହମନ୍ତ୍ରୀ ଏବଂ ପୁଲିସ କମିସନରଙ୍କର।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE