କ୍ରୀଡା

ବିବାଦରେ ହରଭଜନ

0
(0)

ହରଭଜନ ସିଂହ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ‘ବ୍ଲାକ୍ ଟ୍ୟାକ୍ସି’ ସହ ତୁଳନା କରିବା ପରେ ଜାତିବାଦୀ ବିବାଦ ସୃଷ୍ଟି ହୋଇଛି । ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର କମେଣ୍ଟ୍ରି ସମୟରେ ହରଭଜନ ଏଭଳି ବୟାନ ଦେଇଛନ୍ତି ।

ପ୍ରଥମ ଇନିଂସର ୧୮ତମ ଓଭରରେ ଆର୍ଚର ହାଇଦ୍ରାବାଦର ବ୍ୟାଟର ଇଶାନ କିଶନ ଓ ହେନରିକ୍ କ୍ଲାସେନଙ୍କୁ ବୋଲିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଓଭରର ଦ୍ବିତୀୟ ଓ ତୃତୀୟ ବଲ୍ରେ କ୍ଲାସେନ ଆର୍ଚରଙ୍କ ବିପକ୍ଷରେ କ୍ରମାଗତ ବାଉଣ୍ଡ୍ରି ମାରିବା ପରେ ହରଭଜନ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE