ଜାତୀୟ

ଭାରତ ନେଲା ପହଲଗାମ ଆତଙ୍କୀ ଆକ୍ରମଣର ପତିଶୋଧ

0
(0)

ଭାରତ ପହଲଗାମ ଆତଙ୍କୀ ଆକ୍ରମଣର ପତିଶୋଧ ନେଇଛି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । ୭୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କ କ୍ୟାମ୍ପ୍ ଧ୍ୱଂସ କରିଛି ।

ଭାରତୀୟ ବାୟୁସେନା ଓ ସ୍ଥଳ ସେନା ମିଳିତ ଆକ୍ରମଣ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶାଇଦେଇଛି ।

ଭାରତ ତରଫରୁ ଡ୍ରୋନ ଓ ଅତ୍ୟାଧୁନିକ ଅସ୍ତ୍ର ସହାୟତାରେ ୨୪ ଟି ଆକ୍ରମଣ କରି ପାକିସ୍ତାନ ସେନା ଓ ସରକାରର ନିଦ ହଜାଇ ଦେଇଛି । ମାଟିରେ ମିଶିଥିବା ଆତଙ୍କୀ ଆଡ୍ଡା ଭିତରେ ରହିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍ ସଇଦର ଟ୍ରେନିଂ କ୍ୟାମ୍ପ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE