ଜାତୀୟ

ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ

5
(1)

ଆପକୁ ଡବଲ ଝଟକା । ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ। ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍‌ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି ।

ଶେଷରେ ବାଜି ମାରିଲା ବିଜେପିସେହିପରି କାଲକାଜୀ ସିଟ୍‌ ପ୍ରାର୍ଥି ଅତିଶୀ ବିଜେପି ଆଶାୟି ରମେଶ ବିଧୁଡିଙ୍କ ଠାରୁ ପଛରେ ଅଛନ୍ତି । ରମେଶ ବିଧୁଡି କହିଛନ୍ତି ଆମ ଆଦମି ପାର୍ଟି ଦିଲ୍ଳୀରୁ ସଫା ହୋଇଯିବ ।

ବିଧୁଡି କହିଛନ୍ତି ଜନତା ବିଜେପିକୁ ବହୁମତରେ ବିଜୟ କରିବେ। ଏଥିରେ ସନ୍ଦେହ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦିଲ୍ଲୀ ମଧ୍ୟ ଅନ୍ୟ ସହର ଭଳି ପ୍ରଗତି କରିବ। ମୁଁ ପୁରା ବିଶ୍ବାସର ସହ କହିବି ଯେ ଆପ୍‌ ଦେଶ ରାଜଧାନୀ ଦିଲ୍ଳୀରୁ ସଫାହୋଇଯିବ । ଏପଟେ ଗଣିତି ଚାଲିଛି। ବିଜେପି ଆଗରେ ରହିଛି। ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE