ଅଚଳ କୁଚିଣ୍ଡା, ବସ୍ ଚଳାଚଳ ଠପ୍
କୁଚିଣ୍ଡାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚଳ ବନ୍ଦ ହୋଇଥିବାର ଆଜି ଅଭିଯୋଗ ଆସିଛି । ଆଜିଠୁ କୁଚିଣ୍ଡାରୁ ଗଡ଼ିବନି ଘରୋଇ ବସ। ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡା ଓ କୁଚିଣ୍ଡା ବସ ମାଲିକ ସଂଘ ମଧ୍ୟରେ ବିବାଦ ଦେଖା ଦେଇଥିବାରୁ ଏଭଳି ସମସ୍ୟା ଉପୁଜିଛି ।ତେବେ କୁଚିଣ୍ଡାରେ ଅଟକିଥିବା ବସକୁ ଝାରସୁଗୁଡ଼ା ପଠାଇଛି ପୋଲିସ ।