ରାଜ୍ୟ

ଗିରଫ ହେଲା ନାବାଳକ,ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କା

0
(0)

ଭୁବନେଶ୍ବର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ । ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା । ଲୁଟ କରିଥିବା ଅଭିଯୁକ୍ତ ଜଣକ ଏକ ନାବାଳକ ବୋଲି ଜଣାପଡ଼ିଛି ।

୧୭ ବର୍ଷିୟ ନାବାଳକ ଏହି ଲୁଟ କରିଥିବା ପୁଲିସ ଜାଣିବାକୁ ପାଇବା ସହ ତାକୁ ଗିରଫ କରିଛି ।ଗତକାଲି ଗ୍ରାହକ ହୋଇ ଗହଣା ଦୋକନକୁ ଆସି, ଭଉଣୀ ବାହାଘର ପାଇଁ ଗହଣା କିଣିବା ବାହାନାରେ ଲୁଟ କରିଥିଲା ଦୁର୍ବୃତ୍ତ ।

ମୁଦି ପିନ୍ଧିବା ପରେ ପାଖରେ ଥିବା ଅନ୍ୟ ଚେନ୍ ସହ ମୁଦି ନେଇଗଲେ ଦୁର୍ବୃତ୍ତ । ଆଉ ଗଲା ବେଳେ ମୁହଁରେ ସ୍ପ୍ରେ ମାରିଲେ । ଏହି ଲୁଟେରା ପାଖାପାଖି ୫ଟି ମୁଦି, ଦୁଇଟି ସୁନା ଚେନ ନେଇଯାଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE