ଜାତୀୟ

ଗତକାଲି ଶପଥପାଠ , ଆଜି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ

0
(0)

ଗତକାଲି ଆୟୋଜିତ ଶପଥ ଗ୍ରହଣ ପରେ, ଆଜି ନୂତନ ମନ୍ତ୍ରୀମଣ୍ଡଳର ହେଇଛି ବିଭାଗ ବଣ୍ଟନ । ମିଳିଥିବା ସୂଚନା ଅନୁଯାୟୀ ଅମିତ ଶାହାଙ୍କୁ ପୁଣିଥରେ ସ୍ୱରାଷ୍ଟ୍ର ବିଭାଗ ଏବଂ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ନୀତିନ ଗଡକରୀଙ୍କୁ ପୁଣିଥରେ ସଡକ ପରିବହନ ବିଭାଗର ମନ୍ତ୍ରୀପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପଟେ ଅଜୟ ଟମଟା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।

ମନ୍ତ୍ରୀମଣ୍ଡଳ ରେ ରହିଛନ୍ତି ମନୋହର ଲାଲ ଖଟ୍ଟର – ଶକ୍ତି ଏବଂ ସହର ବିକାଶ ମନ୍ତ୍ରୀ, ଶିବରାଜ ସିଂହ ଚୌହାନ – କୃଷି ମନ୍ତ୍ରୀ , ଚିରାଗ ପାସୱାନ୍ – କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ, ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ, ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରାଳୟ, ଏସ ଜୟଶଙ୍କର – ବୈଦେଶିକ ମନ୍ତ୍ରୀ, ଜିତନ ରାମ୍ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ, ଏଚଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଓ ଇସ୍ପାତ ମନ୍ତ୍ରୀ ଦାୟିତ୍ବ ଦିଆଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply