ରାଜ୍ୟ

ପୁଣି ହେବ ପୌର ନିର୍ବାଚନ, ସରକାରଙ୍କ ବଡ଼ ଘୋଷଣା

0
(0)

ପୁଣି ହେବ ନିର୍ବାଚନ। ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର। ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ Odisha municipal election। ହାଇକୋର୍ଟର ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Odisha municipal election: ସେ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ଗତ୧୧ ବର୍ଷ ହେବ ପୌର ର୍ନିବାଚନ ବନ୍ଦ ଥିଲା। ପୁଣିଥରେ ପୌର ନିର୍ବାଚନ ହେବ ସରକାର କହିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE