ପ୍ରକାଶ ପାଇଲା ବିଜେପିର ୧୩ ଜିଲ୍ଲା ସଭାପତିଙ୍କ ନାମ
Lଆଜି ପ୍ରକାଶ ପାଇଲା ବିଜେପିର ୧୩ ଜିଲ୍ଲା ସଭାପତିଙ୍କ ନାମ । ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି ।
ଜିଲ୍ଲା ସଭାପତିମାନେ ହେଲେ :
ଅନୁଗୁଳ – ଯଯାତି କେଶରୀ ପଟ୍ଟନାୟକ;
ଭଦ୍ରକ – ଭଗବାନ ପଣ୍ଡା;
ଭୁବନେଶ୍ୱର – ନିରଞ୍ଜନ ମିଶ୍ର;
ଗଜପତି – ନବକିଶୋର ଶବର;
ଯାଜପୁର – ଦେବଯାନୀ ପ୍ରଧାନ;
ଝାରସୁଗୁଡା – ରଘୁନନ୍ଦନ ପଣ୍ଡା;
କନ୍ଧମାଳ – ପଣ୍ଡିତ କୁମାର ବିସ୍ମାଝୀ;
ଖୋର୍ଦ୍ଧା – ବିଶ୍ୱରଂଜନ ବଡଜେନା;
କୋରାପୁଟ – ଶିବ ମୁଦୁଲି;
ନୟାଗଡ – ତାପସ ରଂଜନ ମାର୍ଥା;
ରାୟଗଡା – ଗୋପି ଆନନ୍ଦ;
ସୁବର୍ଣ୍ଣପୁର – ବେଣୁଧର ଦାଶ;
ରାଉରକେଲା – ପୂର୍ଣ୍ଣିମା କେର୍କେଟା