ପୁଣି ଚର୍ଚ୍ଚାରେ ନବୀନ
ପ୍ରଥମେ ନିର୍ବାଚନର ପରାଜୟ, ପରେ ଦଳରୁ ଜଣଙ୍କ ପରେ ଜଣେ ନେତା ମୁହଁ ଫେରାଇବା। ଏସବୁ ଭିତରେ ଚର୍ଚ୍ଚାରେ ନବୀନଙ୍କ ନୂଆ ଅନ୍ଦାଜ। ଓଡ଼ିଆ ଅସ୍ମିତା ଜାଲରେ ବିଜେପିକୁ ଛନ୍ଦିବାକୁ ପ୍ରୟାସ। ଗତକାଲି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସ ରେ ଟାର୍ଗେଟ୍ କଲେ। ଆଜି ବିଜେଡି ଯୁବ ବୈଠକରେ ବି ବର୍ଷିଲେ ।
ରେଭେନ୍ସା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ଗତକାଲି ନବୀନ ଲେଖିଥିଲେ, ‘ଏହା କ’ଣ ଓଡ଼ିଆ ଅସ୍ମିତା? ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି. ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି।
ସେହିପରି ଲୋକଙ୍କ ଗହଳିରେ ଖୁବ କମ ଦେଖାଯାଉଥିବା ନବୀନ ଏବେ ଭୁବନେଶ୍ୱରର କିଛି ପୂଜା ମଣ୍ଡପରେ ସାଧାରଣ ଦର୍ଶନ କରିଥିଵାର ଦେଖାଦେଇଛି ।
Related posts:
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁJanuary 13, 2025
ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀJanuary 13, 2025
ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ରJanuary 13, 2025
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲJanuary 13, 2025
ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ହେଲେ ଯୋଡ଼ିJanuary 12, 2025