ବନ୍ଦ ହେଲା ନୂଆ ଓ
ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଖୁବଶୀଘ୍ର ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।
ତେବେ ସରକାର ଆସନ୍ତା ବର୍ଷ ଏହି ନୂଆ ଯୋଜନା ପ୍ରଣୟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏ ନେଇ ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ବିଧାନସଭାରେ ସ୍ପଷ୍ଟୀକରଣ କରି ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି ନୂଆ ଓ ଯୋଜନା ବନ୍ଦ କାରଯିବ , ତେବେ ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି ।