ପ୍ରକାଶ ପାଇଲା OTET ରେଜଲ୍ଟ
ପ୍ରକାଶ ପାଇଲା ଚଳିତ ବର୍ଷର OTET ରେଜଲ୍ଟ । ବୋର୍ଡ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ । ବୋର୍ଡ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍ଇଓଡ଼ିଶା.ଏସି.ଇନ୍ରେ ରେଜଲ୍ଟ ଉପଲବ୍ଧ ହୋଇଛି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ଏହି ଓ୍ବେବସାଇଟ୍ରୁ ଡାଉନଲୋଡ୍ କରିପାରିବେ । ସେହିଭଳି କୃତକାର୍ଯ୍ୟ ହୋଇନଥିବା ପରୀକ୍ଷାର୍ଥୀ ସେମାନଙ୍କର ସ୍କାନ୍ ହୋଇଥିବା ଓଏମ୍ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍ରୁ ଡାଉନଲୋଡ୍ କରିପାରିବେ । ଯାହା ଆସନ୍ତା ୨୯ ତାରିଖ ଯାଏଁ ଓ୍ବେବସାଇଟ୍ରେ ଉପଲବ୍ଧ ହେବ ।ଡିଜିଟାଲାଇଜ୍ଡ ସାର୍ଟିଫିକେଟ୍ ଏବଂ ସ୍କାନ୍ ଓଏମ୍ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍ରେ ଉପଲବ୍ଡ ହେବ ।
Related posts:
ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ ବୟସର ପିଲାJanuary 20, 2025
ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବରJanuary 20, 2025
କରଣ ବୀର ମେହେରା ବିଗବସ୍ ବିଜେତାJanuary 20, 2025
୪ ଖେଳାଳିଙ୍କୁ ମିଳିଲା ଖେଳରତ୍ନ ପୁରସ୍କାରJanuary 17, 2025
ପଙ୍କଜ ହେବେ ସ୍ଥାୟୀ ସଭାପତିJanuary 16, 2025
ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼January 16, 2025