୪୮୨ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ କଟା ହୋଇଛି ୨୬ ଲକ୍ଷ ୭୫ ହଜାର ୧୯୧ ଗଛ : ପରିବେଶ ମନ୍ତ୍ରୀ
୨୦୦୦ ମସିହାରୁ ୨୦୨୩ ମସିହା ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କାଟିଛନ୍ତି ରାଜ୍ୟ ସରକାର। ସେହିପରି ଖଣି ଖନନ ପାଇଁ ୯ ଲକ୍ଷ ୬୪ ହଜାର ୬୩, ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ୯୯ ହଜାର ୬୯୦, ଜଳସେଚନ ପାଇଁ ୪ ଲକ୍ଷ ୮୯ ହଜାର ୪୨୩, ରେଳପଥ ନିର୍ମାଣ ପାଇଁ ୮୨ ହଜାର ୭୬, ବିଦ୍ୟୁତ ସରବରାହ ପାଇଁ ୧୩ ଲକ୍ଷ ୯ ହଜାର ୪୩୯, ଶିଳ୍ପ ପାଇଁ ୩ ଲକ୍ଷ ୭୫୯, ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୯୯ ହଜାର ୭୪୧ ଗଛ କଟାଯାଇଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025