ରାଜ୍ୟ

ପୁରୀରେ ପହଞ୍ଚିଲା ରଥ କାଠ

0
(0)

ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠ । ବୌଦ୍ଧ ଡ଼ିଭିଜନର କଣ୍ଟାମାଳ ରେଞ୍ଜରୁ ୨୮ ଖଣ୍ଡ କାଠ ଗତକାଲି ରାତିରେ ଆସି ପହଞ୍ଚିଛି । ଯେଁଉଥିରେ ୧୬ଟି ଧଉରା ଏବଂ ୧୨ଟି ଅସନ କାଠ ରହିଛି ।ଏବେ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ପୁରୀରେ ପହଞ୍ଚିଛି ୧୬୯ ଖଣ୍ଡ କାଠ ।

ତେବେ ପୂର୍ବ ବର୍ଷରୁ ୫୧ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ପାଇଁ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିଲା। ଆଉ ୪୮୮ ଖଣ୍ଡ କାଠ ବିଭିନ୍ନ ପର୍ଯ୍ୟାୟରେ ଆସି ରଥ ଖଳାରେ ପହଞ୍ଚିବା ନେ଼ଇ ସୂଚନା ମିଳିଛି। ଅନ୍ୟପକ୍ଷେ କଟକ ଖାପୁରିଆ ଠାରେ ୧୫୭ ଖଣ୍ଡ କାଠକୁ ଚିରଟ ଚାଲିଛି । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଏହି ଅବସରରେ ଶୁଭାରମ୍ଭ ହେବ ରଥ ନିର୍ମାଣର କାର୍ଯ୍ୟ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE