ପୁଷ୍ପା-୨ ପ୍ରିମିୟରରେ ବଡ଼ ଦଳାଚକଟା
ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।
ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ଫିଲ୍ମ ‘ପୁଷ୍ପା ୨’ କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଯେତେବେଳେ ସୁପରଷ୍ଟାର ଆଲ୍ଲୁ ପ୍ରିମିୟରରେ ପହଞ୍ଚିଲେ, ସେଠାରେ ପ୍ରବଳ ଭିଡ ହୋଇଯାଇଥିଲା। ଏହି ସମୟରେ ଦଳାଚକଟା ହୋଇଯାଇଥିଲା।
ଆଉ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଯେଉଁଥିରେ ଏକ ଶିଶୁ ମଧ୍ୟ ଗୁରୁତର ଆହତ ହେବା ସହ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଜଣକ ପୁଅ ସହ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୁରୁତରବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Related posts:
ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବରJanuary 20, 2025
କରଣ ବୀର ମେହେରା ବିଗବସ୍ ବିଜେତାJanuary 20, 2025
ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼January 16, 2025
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍December 18, 2024
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ସଫଳତା ,୩ଟି ଭାଷାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପରବ'December 10, 2024
ଜାଣନ୍ତୁ କାହିଁକି ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲାDecember 6, 2024