SBI ର ୩ୟ ତ୍ରେିମାସିକ ଫଳାଫଳ ପ୍ରକାଶ
ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସର୍ମ୍ପକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ନେଟ୍ ଲାଭ ୬୮.୫% ବୃଦ୍ଧି ଘଟିଛି।
ଏପରିକି ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଅପରେଟିଂ ନେଟ୍ ଲାଭ ୨୫,୨୧୯ କୋଟି ଟଙ୍କା ରହିବା ସହିତ ୩୬.୧୬ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ବ୍ୟାଙ୍କର ନେଟ୍ ଲାଭ ୧୪,୨୦୫ କୋଟି ଟଙ୍କା ହୋଇଛି। ପୂର୍ବବର୍ଷର ୮,୪୩୨ କୋଟି ଟଙ୍କାର ନେଟ୍ ଲାଭ ହୋଇଥିଲା।
ସେହିପରି ବ୍ୟାଙ୍କର ମାସକୁ ମାସ ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ୩ୟ ତ୍ରେିମାସିକରେ ୧୩,୨୬୫ କୋଟି ଟଙ୍କା ହୋଇଥିଲା ଏବଂ ପ୍ୟାଟ୍ରୁ ୭ ପ୍ରତିଶତ ବୃଦ୍ଧି ପାଇଛି।
Related posts:
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁJanuary 13, 2025
ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀJanuary 13, 2025
ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ରJanuary 13, 2025
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲJanuary 13, 2025
ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ହେଲେ ଯୋଡ଼ିJanuary 12, 2025