ରାଜ୍ୟ

ଦ୍ବିତୀୟ ବିବାହ କଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

5
(1)

ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ରାଉତରାୟ ବିବାହ କରିଛନ୍ତି । ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର ।

ସେ ମୁମ୍ବାଇରେ ଚାକିରି କରନ୍ତି । ଉଭୟ ପ୍ରେମ ବିବାହ କରିଛନ୍ତି । ଚନ୍ଦକା ରୋସର୍ଟରେ ବିବାହ ହୋଇଛି । ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ଦି ପ୍ରହରେ ସମୟରେ ବାପା ସୁରେଶ ରାଉତରାୟ କିଛି ସମୟ ପାଇଁ ପାଇଁ ଉପସ୍ଥିତ ଥିଲେ ।

ବିବାହ ସମୟରେ ଉପସ୍ଥିତ ଥିଲେ ମନ୍ମଥଙ୍କ ମା ମାଳତୀ ରାଉତରାୟ । ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE