EconomyEditor's PickFashionHighlightsIn PictureNatureOthersPuriTechରାଜ୍ୟ

ଟ୍ରେନରେ କଟି ୨ଜଣ ମୃତ

0
(0)

ଚିକିଟି ବ୍ଲକ ଜଗନ୍ନାଥପୁର ଗାଁର ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ଟ୍ରେନରେ କଟି ଉଭୟଙ୍କ ମୃତ୍ୟୁ ଘଟିଛି । ଟ୍ରେନ ଚଢ଼ିବା ବେଳେ ଖସି ପଡ଼ିବାରୁ ଟ୍ରାକକୁ ଚାଲିଯାଇଥିଲେ । ଉଭୟ ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯାଉଥିଲେ । ଘଟଣା ସୋରଳ ଷ୍ଟେସନରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ମହିଳା ଦ୍ବୟ ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାମ କରନ୍ତି । ଭୁବନେଶ୍ବରରେ ପାଚିକା ସଙ୍ଘର ଏକ ସଭା ହେବାର ଥିଲା । ଏଥିପାଇଁ ସେମାନେ ଭୁବନେଶ୍ବର ଯିବାକୁ ସୋରଳ ଷ୍ଟେସନରେ ପହଞ୍ଚି ଥିଲେ । ତେବେ ଟ୍ରେନରେ ଚଢ଼ିବା ବେଳେ ଅସାବଧାନତା ବଶତଃ ସେମାନଙ୍କ ଗୋଡ଼ ଖସି ଯାଇଥିଲା । ସେମାନେ ଟ୍ରାକ ଭିତରକୁ ଚାଲିଯାଇଥିଲେ ଓ ଟ୍ରେନତ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।ଖବର ପାଇ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply