ମନୋରଞ୍ଜନ

ଥାଲାପତି ବିଜୟଙ୍କ ପତ୍ନୀ ସଙ୍ଗୀତା କୋର୍ଟରେ କଲେ ଛାଡପତ୍ର ଆବେଦନ

0
(0)

ତାମିଲ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ଜୀବନରେ ବଡ଼ ବିପତ୍ତି ମାଡ଼ି ଆସିଛି। ପ୍ରଥମେ ତାଙ୍କ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିଲା, ଏବଂ ଏବେ ତାଙ୍କ ପତ୍ନୀ ସଙ୍ଗୀତା କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି, ଯାହା ସେମାନଙ୍କ 25 ବର୍ଷର ବିବାହକୁ ଶେଷ କରିଦେଇଛି। ପ୍ରକୃତରେ, ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତା ବିଜୟଙ୍କ ଉପରେ ଧୋକ୍କା-ପ୍ରତାରଣାର ଅଭିଯୋଗ ଆଣିଛନ୍ତି।

ସୁପରଷ୍ଟାର ଥାଲାପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ ଚେଙ୍ଗାଲପଟୁ ପରିବାର କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି। ଏହି ଖବର ଫେବୃଆରୀ 27, 2026 ରେ ପ୍ରକାଶ ପାଇଥିଲା ଏହି ଖବର ପୂରା ଦକ୍ଷିଣ ଭାରତରେ ହଇଚଇ ସୃଷ୍ଟି କରିଥିଲା। ବିଜୟ ଏବଂ ସଙ୍ଗୀତା 1999 ରେ ବିବାହ କରିଥିଲେ। ତାଙ୍କର 27 ବର୍ଷ ଧରି ବୈବାହିକ ଜୀବନ ସେମାନଙ୍କର ଦୁଇଟି ସନ୍ତାନ ଅଛି। କିନ୍ତୁ ବର୍ତ୍ତମାନ, ସେମାନଙ୍କ ସମ୍ପର୍କ ଭାଙ୍ଗିବାକୁ ବସିଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE