Highlightsରାଜ୍ୟ ରାସନ୍ କାର୍ଡରୁ ବାଦ୍ ପଡ଼ିପାରନ୍ତି ! June 5, 2025 Interview Times 0 (0) ଆପଣ ବି ବାଦ୍ ପଡିପାରନ୍ତି। ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ଜୁନରେ ସରିବ ଇ-କେୱାଇସି ପ୍ରକ୍ରିୟା । ୨୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୯୫ ପ୍ରତିଶତ ହିତାଧିକାରୀ ଇ- କେୱାଇସି କରିଛନ୍ତି । ଜୁନରେ ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ । ୬ ଲକ୍ଷ ରାସନ କାର୍ଡ ଏବେ ଦିଆଚାଲିଛି ଆଉ ୧୫ ଲକ୍ଷ କାର୍ଡ ପାଇଁ ମଞ୍ଜୁରି ସରିଛି। How useful was this post? Click on a star to rate it! Submit Rating Average rating 0 / 5. Vote count: 0 No votes so far! Be the first to rate this post. We are sorry that this post was not useful for you! Let us improve this post! Tell us how we can improve this post? Submit Feedback Related posts:ଟ୍ରାଫିକ ଜାମ୍ ଯୋଗୁ ମୋହନ ଚରଣ ମାଝୀଙ୍କ ରୋଡ୍ ଶୋରେ ଆମ୍ବୁଲାନ୍ସ ଅଟକିଲାNovember 9, 2025ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’November 8, 2025ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ୪ର୍ଥ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବNovember 8, 2025ସୂର୍ଯ୍ୟମନ୍ଦିର ନାଟମଣ୍ଡପକୁ ଚଢ଼ି ପାରିବେନି ପର୍ଯ୍ୟଟକNovember 8, 2025୭ ପୁଲିସ୍ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ଉଲ୍ଲେଖNovember 8, 2025ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀNovember 8, 2025 Post Views: 94 SHARE